ମାଙ୍ଗାଲୁରୁ ବିସ୍ଫୋରଣ : ଦିଆସିଲି କାଠିରୁ ଫସଫରସ ବାହାର କରି ବିସ୍ଫୋରକରେ ବ୍ୟବହାର କରୁଥିଲା ଅଭିଯୁକ୍ତ

ନୂଆଦିଲ୍ଲୀ : ଗତ ଶନିବାରଦିନ ମାଙ୍ଗାଲୁରୁଠାରେ ହୋଇଥିବା ଅଟୋ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସାରିକର ମହୀଶୂର ସ୍ଥିତ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ତା ଘରୁ ମିଳିଥିବା ସାମଗ୍ରୀ ମଧ୍ୟରେ ରହିଛି ବିସ୍ଫୋରକ ପ୍ରସ୍ତୁତିରେ ଲାଗୁଥିବା ରସାୟନ, ଜିଲେଟିନ, ସାର୍କିଟ୍, ତାର ପ୍ରେସର କୁକର। ଆହୁରି ଏକ ଚିନ୍ତାଜନକ କଥା ହେଉଛି ଦିଆସିଲି କାଠିରୁ ସେ ଫସଫରସ କାଢି ବିସ୍ଫୋରକ ତିଆରିରେ ଲଗାଉଥିଲା। ବିଶେଷକରି … Continue reading ମାଙ୍ଗାଲୁରୁ ବିସ୍ଫୋରଣ : ଦିଆସିଲି କାଠିରୁ ଫସଫରସ ବାହାର କରି ବିସ୍ଫୋରକରେ ବ୍ୟବହାର କରୁଥିଲା ଅଭିଯୁକ୍ତ